ପ୍ରକାଶ ପାଇଲା ରାଜ୍ୟ ମେଡିକାଲ ଅଫିସର୍ ପଦବୀ ପରୀକ୍ଷା ଫଳ, ଓପିଏସସି କାର୍ଯ୍ୟାଳୟ ପକ୍ଷରୁ ସୂଚନା

ପ୍ରକାଶ ପାଇଲା ରାଜ୍ୟ ମେଡିକାଲ ଅଫିସର୍ ପଦବୀ ପରୀକ୍ଷା ଫଳ, ଓପିଏସସି କାର୍ଯ୍ୟାଳୟ ପକ୍ଷରୁ ସୂଚନା

ଭୁବନେଶ୍ବର: ପ୍ରକାଶ ପାଇଲା ରାଜ୍ୟର ମେଡିକାଲ ଅଫିସର୍ ପଦବୀ ପରୀକ୍ଷା ଫଳ। ୨୦୨୩/୨୪ ବର୍ଷରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ହୋଇଥିବା ପରୀକ୍ଷାରେ ରାଜ୍ୟରେ ସମୁଦାୟ ୨୩୯୨ ଡାକ୍ତରୀ ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି। ଏନେଇ ଶୁକ୍ରବାର ଓପିଏସସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।